Natural way ରେ ରକ୍ତ କିପରି ତିଆରି ହେବ ଆମ ଶରୀରରେ??

 Natural way ରେ ରକ୍ତ କିପରି ତିଆରି ହେବ ଆମ ଶରୀରରେ??

ରକ୍ତ ତିଆରି କରିବା ପାଇଁ 4 ଟି tip, ମାତ୍ର 1 ମାସ ରେଗୁଲାର follow କରି ଖାଇବାକୁ ହବ |
ଆପଣଙ୍କ ମାନଙ୍କ ମନରେ ଶଙ୍କା ଆସୁଥିବକି କି, ଏହି tip କୋଉମାନେ follow କାଟିପାତିବେ?
ଆପଣଏହି tip କୁ  7 ବର୍ଷ ର ଛୁଆ ଠାରୁ ଆରମ୍ଭ କାଟି ବୟସ୍କ ମଧ୍ୟ ବେବହାର କରିପାତିବେ  Health Tips..By Prabhanjan Sahu..


ଆଜିକାଲି ଆମମାନଙ୍କୁ କିଛିବି କାମ କରିବାରେ ମନ ଲାଗିନଥଏ, ତାହା ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣଆପଣ ଜାଣିଛନ୍ତି କି??


ଏହା ହେଉଛି ଶରୀର ର ରେ ରକ୍ତ ର ଅଭାବ। ଶରୀର ରେ ରକ୍ତ ର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ତେଣୁ ଆଜି ମୁଁ ଆପଣଂକୁ ଏପରି କିଛି ଉପାୟ ଵିଷୟ ରେ କହିବି ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।
ସାଧାରଣତଃ ରକ୍ତ ହୀନୟ ଅଛିକି ନାହିଁ କିପରି ଜାଣିବେ?
ଆପଣଙ୍କୁ ଡ଼କ୍ଟର ପାକରେ ପରୀକ୍ଷା କରିବାକୁ ପଡିବ | ଆପଣ  କୋଣସି ଭି ଲବ୍ରୋଟୋରି ଯାଇ ଚେକିଙ୍ଗ କରିପାରିବେ |
ରକ୍ତ ହୀନୟ ମନର ଇଂଲିଶ ରେ ହେମୋଗ୍ଲୋବିନ୍ କାହାତି | ହେମୋଗ୍ଲୋବିନ୍ ସାଧାରଣ ପରିସର ହେଉଛି: ପୁରୁଷମାନଙ୍କ ପାଇଁ, ଡିସିଲିଟର ପ୍ରତି 11.5 ରୁ 17.5 ଗ୍ରାମ |  ମହିଳାମାନଙ୍କ ପାଇଁ, ଡିସିଲିଟର ପିଛା 9.0 ରୁ 15.5 ଗ୍ରାମ |
ବନ୍ଧୁଗଣ ଯଦି ଆପଣଙ୍କ ଶରୀର ରେ ରକ୍ତ ର ଅଭାବ ଦେଖିବାକୁ ମିଳୁଛି ତେବେ ଆପଣ ବେସ୍ତ ହୁଅଟୁନାହଁ | ମୁଁ କିଛି ଟିପ ଦେଉଛି ତାକୁ follow କରନ୍ତୁ |


Tip no1. କିଛି ମେଥି ଦାନା କୁ ରାତି ରେ ପାଣି ରେ ଭିଜେଇ କରି ରଖି ଦିଅନ୍ତୁ । ଆପଣଂକୁ କେବଳ ଦୁଇ ଚାମଚ ମେଥି ନେବାର ଅଛି । ଏହାକୁ ସକାଳୁ ଉଠି ଖାଲି ପେଟ ରେ ଖାଇଦେବେ । ଏହାକୁ ଖାଇବା ଦ୍ବାରା ଆପଣଙ୍କ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇ ଯାଇଥାଏ । ଆପଣଙ୍କ ପେଟ ସଫା ନ ହେବା ଦ୍ଵାରା ଆପଣଂକୁ କବଜ ଓ ପାଇଲସ ଭଳି ଭୟଙ୍କର ରୋଗ ହୋଇପାରେ । ତେଣୁ ଆପଣଙ୍କ ପେଟ ସଫା ହେଲେ ହିଁ ଭଲଭାବରେ ରକ୍ତ ତିଆରି ପାଇଁ ଶରୀର ସାହାଯ୍ୟ କାଟିବ |କବଜ ଭଳି ରୋଗ ରୁ ଶରୀର ର ସମସ୍ତ ରୋଗ ରୋଗ ହୋଇଥାଏ । ପେଟରୁହି ସବୁ ରୋଗ ର ସୃଷ୍ଟି ହୋଇଥଏ | ତେଣୁ ମେଥି ଦାନା କୁ ଖାଇବା ଦ୍ଵାରା ଆପଣ ଏହି ପରି ଅନେକ ରୋଗ ରୁ ରକ୍ଷା ପାଇ ପାରିବେ ଓ ଆପଣଙ୍କ ର ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ମଧ୍ୟ ଖୁବ ଦ୍ରୁତ ବେଗ ରେ ବଢି ଥାଏ ।


Tip no2. ବନ୍ଧୁଗଣ ଦ୍ଵିତୀୟ ରେ ଆପଣ ଡାଳିମ୍ବ ର ମଞ୍ଜି କୁ ଖାଇବା ଦ୍ବାରା ମଧ୍ୟ ଶରୀର ରେ ରକ୍ତ ର ମାତ୍ରା ବହୁତ ଦ୍ରୁତ ବେଗ ରେ ବଢିଥାଏ । ଶରୀର ରେ ରକ୍ତ ର ପରିମାଣ ଯଦି ବଢାଇବାକୁ ଚାହୁଁଛନ୍ତି ତେବେ ଡାଳିମ୍ବ ର ମଞ୍ଜି କୁ ପ୍ରତିଦିନ ସମ୍ପୂର୍ଣ୍ଣ ଭାବରେ ଖାଇଦିଅନ୍ତୁ । ଡାଳିମ୍ବ ଖାଇବା ଦ୍ବାରା ଶରୀର ରେ ହିମୋଗ୍ଲୋବିନ ର ମାତ୍ରା ମଧ୍ୟ ବହୁତ ବଢିଥାଏ ।


Tip no3. ତୃତୀୟ ରେ ବନ୍ଧୁଗଣ ଆପଣଂକୁ ରକ୍ତ ବଢ଼ାଇବା ପାଇଁ ଖିସମିସ ର ସେବନ କରିବାକୁ ପଡିବ । କିଛି ଖିସମିସ ଦାନା କୁ ରାତି ରେ ପାଣି ରେ ଭିଜେଇ କରି ରଖି ଦିଅନ୍ତୁ । ଆପଣଂକୁ କେବଳ 15–20ଟି ଖିସମିସ ନେବାର ଅଛି । ଏହାକୁ ସକାଳୁ ଉଠି ଖାଲି ପେଟ ରେ ଖାଇଦେବେ  କିନ୍ତୁ ଯେଉଁ ମାନଙ୍କ ର ମଧୁମେହ ଭଳି ରୋଗ ରହିଛି ସେମାନେ ଏହି ଜିନିଷ କୁ ଖାଇବା ର ଆବଶ୍ୟକତା ନାହିଁ । ବନ୍ଧୁଗଣ ଖିସମିସ ମଧ୍ୟ ରକ୍ତ ତିଆରି କରିବା ରେ ବହୁତ ସାହାଯ୍ୟ କରିଥାଏ ।


Tip no4. ଚତୁର୍ଥ  ହେଲା ଗହମ ଘଂଶ (Wheat Grass) ସକାଳୁ କିଛି ଖାଇବା ପରେ ବା ପୂର୍ବ ରୁ ଏହାକୁ ଗ୍ରହଣ କରିପାରିବେ. ଆପଣ ନିଜର ଘରେ ହିଁ ଗହମ କୁ ଗଜ କରିବି ତାକୁ ଘଂଶ କରିବାପାଇଁ ଆପଣ ଛୋଟିଆ ମଣ୍ଡଣା ରେ ବା ଜାଣିରେ ବାଡେଇ ପାରିବେ |


ଆଶା କରୁଛି ଆମର ଏହି ଟିପ୍ସ tips ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ତାହାଲେ ଆପଣ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ମୋ ସହିତ ଯୋଡି ହେବା ପାଇଁ ମୋ ପେଜ କୁ ଲାଇକ କରନ୍ତୁ ଏବଂ ମୋର Youtube ଚାଁନେଲ କୁ follow କରନ୍ତୁ | ଧନ୍ୟବାଦ 🙏

ଆପଣଙ୍କ ସ୍ନେହଁକାଂକ୍ଷୀ || ପ୍ରଭଞ୍ଜନ ସହୁ

Comments

Popular posts from this blog

Dand Asana (dand + asan) Yoga exercise

Accountant Interview Question 101